କୁଚ୍ (ଧାତୁ) Kuch (root)
- ସଂ. — ପକ୍ଷୀ ପରି ରାବିବା — To utter a shrill cry like a bird; to chatter like a bird
- ସଂ. — ବକ୍ରହେବା; ଅବନତ ହେବା — To be bent
- ସଂ. — ମିଶାଇବା — To mix
- ସଂ. — ଯିବା — To go
- ସଂ. — ପାଲିଶ୍ କରିବା — To polish
- ସଂ. — ସଙ୍କୁଚିତ ହେବା — To be contracted
- ସଂ. — ସଂଯୁକ୍ତ କରିବା — To connect
- ସଂ. — କମାଇବା — To lessen
- ସଂ. — ବଙ୍କାଇବା; ନୂଆଁଇବା — To bend
- ସଂ. — ବାଧାଦେବା — To impede; to oppose
- ସଂ. — ଅଙ୍କିତ କରିବା — To delineate; to write