କୁଚାବୁର୍କୁଡ଼ା କରିବା Kuchāburkuṟḍ̠ā karibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଆଜ୍ଞାତସାରରେ ଲୁଚାଇବା — To conceal (a thing)
  • ପ୍ରାଦେ. (ସମ୍ବଲପୁର) କ୍ରି — ଲୁଚିବା — To conceal one's self
  • ପ୍ରାଦେ. (ସମ୍ବଲପୁର) କ୍ରି — ଏଣେ ତେଣେ ଲୁଚାଇବା — To conceal here and there