କୁଚକ୍ରୀ Kuchakrī

  • ସଂ. ବିଣ. ପୁଂ. (କୁଚକ୍ର+ଅଛି ଅର୍ଥରେ; ଇନ୍; 1 ମା. 1 ବ) — କୁପରାମର୍ଶଦାତା — Giving evil advice
  • ସଂ. ବିଣ. ପୁଂ. (କୁଚକ୍ର+ଅଛି ଅର୍ଥରେ; ଇନ୍; 1 ମା. 1 ବ) — ଗୋପନରେ ପରର ଅମଙ୍ଗଳ ପାଞ୍ଚିବା ବ୍ଯକ୍ତି; ଷଡ଼ଯନ୍ତ୍ର— କାରୀ — Plotting evil schemes of mischief; conspiring