କୁଚକୁଚାଇବା Kuchkuchāibā

  • ଦେ କ୍ରି. — ଟିକି ଟିକି କରିବା — To mince; to reduce to shreds
  • ପ୍ରାଦେ. (ସମ୍ବଲପୁର; ତୁଳ. ହି. କିଚ୍ନା= କୁଞ୍ଚିତହେବା) — କୁଞ୍ଚିତ କରିବା; କୁଞ୍ଚିବା — To curl
  • ପ୍ରାଦେ. (ସମ୍ବଲପୁର; ତୁଳ. ହି. କିଚ୍ନା= କୁଞ୍ଚିତହେବା) — ବାରମ୍ବାର ଅନୁରୋଧ କରିବା — To importune