କୁକୁରବିଆଣୀ Kukurabiāṇī

  • ଦେ. ବିଣ. ସ୍ତ୍ରୀ — ବର୍ଷକୁବର୍ଷ ଏକାଧିକ (ଯଥା ଯମଜ) ଶିଶୁ ପ୍ରସବ କରିବା (ସ୍ତ୍ରୀ) — (a woman) who gives birth to more children than one (e.g. twins) almost every year