କୁକୁରନିଦ Kukuranida

  • ଦେ. ବି (ସଂ. କୁକୁରନିନ୍ଦ୍ରା) — କୁକୁରର ନିଦ ଭଳି ଅତି ଚଞ୍ଚଳ ଭାଙ୍ଗିଯିବା ନିଦ — Easily disturbed or watchful sleep like that of the dog