କୁକୁରଜିଭୀ Kukurajibhī

  • ଦେ. ବି. (ସଂ. କୁକୁରଜିହ୍ୱା; ଏହାର ପତ୍ର କୁକୁରଜିଭ ପରି ଦେଖା ଯିବାରୁ) — କ୍ଷୁଦ୍ର ଗୁଳ୍ମବିଶେଷ — A small plant; Leea Staphylea; Leea Sambucina (Kirtikar)
  • ଦେ. ବି. (ସଂ. କୁକୁରଜିହ୍ୱା; ଏହାର ପତ୍ର କୁକୁରଜିଭ ପରି ଦେଖା ଯିବାରୁ) — [ଦ୍ର—ଏହା କ୍ଷୀରସମୁଦ୍ର ଗଛ ପରି। ଏହାର ଫୁଲ ଛୋଟ ଓ ବର୍ଷା କାଳରେ ଫୁଟେ।]