କୁକୁରଚିତା Kukurachitā

  • ଦେ. ବି — କ୍ଷୁଦ୍ର ବୃକ୍ଷବିଶେଷ — A small tree; Litsaea Pebifera
  • ଦେ. ବି — [ଦ୍ର—ଏହା ଚିରଶ୍ୟାମଳ। ଏହାର ଫୁଲ ଛୋଟ ଓ ଗ୍ରୀଷ୍ମକାଳରେ ଫୁଟେ। ମାଈ ଓ ଅଣ୍ଡିରା ଫୁଲର ଗଛ ପୃଥକ୍; ଏଥିର ପତ୍ରକୁ ବାଟି କୁକୁରର କ୍ଷତରେ ଲଗାଇଲେ ଉକ୍ତକ୍ଷତ ଶୁଖି ଯାଏ।]