କୁକୁଟବ୍ରତ Kukuṭabrata

  • ସଂ. ବି. (ସଂ. କୁକ୍କୁଟବ୍ରତ) — ଭାଦ୍ର ଶୁକ୍ଳସପ୍ତମୀ ଦିନ ଶିବପାର୍ବତୀଙ୍କ ପୂଜା ଓ ଉପବାସରୂପ ବ୍ରତ — A religious fast observed on the 7th day of the light fortnight of the month of Bhādra in which Ṡiba and Pārbatī are worshipped
  • ସଂ. ବି. (ସଂ. କୁକ୍କୁଟବ୍ରତ) — [ଦ୍ର—ସ୍ତ୍ରୀମାନେ ସନ୍ତାନଲାଭ ଉଦ୍ଦେଶ୍ୟରେ ଏ ବ୍ରତ କରନ୍ତି। ଏଥିରେ ମହାଦେବଙ୍କୁ ଆରାଧନା କରାଯାଏ; ଏଦିନ ମଧ୍ୟ ଲଳିତା ସପ୍ତମୀ ବ୍ରତ ହୁଏ.]