କୁଉଁକୁଉଁ Kuuñ kuuñ

  • ଦେ. ଅ. (ଧନ୍ୟନୁକରଣ) — କେନ୍ଦେରା, ବେହେଲା ଆଦି ତାରଯୁକ୍ତ ବାଦ୍ୟର ଘର୍ଷଣଜନିତ ମଧୁର ଧରାବାହିକ ଶବ୍ଦ — The sweet creaking sound produced by friction on the strings of stringed instruments
  • ଦେ. ଅ. (ଧନ୍ୟନୁକରଣ) — ପୋଷା କୁକୁର ପ୍ରଭୁ ନିକଟରେ ସ୍ନେହ ଦେଖାଇବା ପାଇଁ କରିବା କୁଁ କୁଁ ଶବ୍ଦ — The sound made by a dog in showing affectionate attachment to its master