କୁଆଁରୀ Kuāñrī

  • ଦେ. ବି. ସ୍ତ୍ରୀ. (ସଂ. କୁମାରୀ) — ଅବିବାହିତା କନ୍ଯା — Maiden; virgin
  • ଦେ. ବି. ସ୍ତ୍ରୀ. (ସଂ. କୁମାରୀ) — ଘିକୁଆଁରୀ (ଦେଖ) — Ghikuāñri (See)
  • ଦେ. ବିଣ. ସ୍ତ୍ରୀ — ଅବିବାହିତା; ଅଭିଆଡ଼ି (ବାଳିକା) — Unmarried (girl)