କୁଁଚ୍କି Kuñchki

  • ପ୍ରାଦେ. (ମେଦିନୀପୁର) ବି. (ତୁଳ. ବଂ. କୁଁଚ୍କି; ହି କୁଚ୍କି; ସଂ. ନାମ ବକ୍ଷଣ) — କୋଡ଼ଗାତ — Hip-joint; the joint between the thigh and pelvis