କୀର୍ତନ Kīrtana

  • ସଂ. ବି. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ.ଅନ) — ବର୍ଣ୍ଣନ — Description; act of describing; narration
  • ସଂ. ବି. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ.ଅନ) — କଥନ — Speaking; speech
  • ସଂ. ବି. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ.ଅନ) — ଉଲ୍ଲେଖ — Mention; report
  • ସଂ. ବି. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ.ଅନ) — ଯଶୋଗାନ; ଗୁଣକଥନ; ପ୍ରଶଂସାବାଦ — Eulogy; praising; praise
  • ସଂ. ବି. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ.ଅନ) — ହରିନାମ ଗାନ; ହରିଗୁଣ ଗାନ — Chanting of hymns of God
  • ଦେ. ବି — ଝାଞ୍ଜ ଓ ମୃଦଙ୍ଗ ସାହାଯ୍ୟରେ କୃଷ୍ଣ ଓ ଚୈତନ୍ୟାଦି ମହାପ୍ରଭୃଙ୍କର ସ୍ତୁତିସଂଗୀତ ଗାନ — Chanting of hymns in concert and chorus
  • ଦେ. ବି — କୀର୍ତନରେ ହାବୁଡ଼ାଟା ଆଁ କରିବା ନ୍ଯାୟ। ଢଗ।
  • ଦେ. ବି — [ଦ୍ର—କୀର୍ତନ ଚୈତନ୍ୟଦେବଙ୍କ ସମୟରୁ ଓଡ଼ିଶାରେ ପ୍ରଚଳିତ ଓ ଏଥିର ଅଧିକାଂଶ ଗୀତ ବଙ୍ଗଭାଷାରେ ରଚିତ। ସମୟ ସମୟରେ ଏହି କୀର୍ତନଦଳ କୀର୍ତନ କରୁ କରୁ ଗ୍ରାମ ବା ନଗରରେ ବୁଲନ୍ତି, ଏହାକୁ ନଗରକୀର୍ତନ ବୋଲାଯାଏ।]
  • ଦେ. ବି — (ଲକ୍ଷଣାର୍ଥ) କଳହ — (figurative) Quarrel
  • ଦେ. ବି — (ଯଥା—ତାଙ୍କ ଘରେ ତ ତିନିଦିନ ହେଲା କୀର୍ତନ ଲାଗିଛି।)
  • ଦେ. ବି — ଘୋଘା; ଗୋଳମାଳ — Noise; hubbub
  • ଦେ. ବି — ପୁରୁଷଙ୍କ ନାମ — A name given to males