କୀରତି Kīrati

  • ଗ୍ରା. (ପଦ୍ଯ) ବି. (ସଂ. କୀର୍ତି) — କୀର୍ତି; ଯଶ; ସୁନାମ — Renown; fame; good name
  • ଗ୍ରା. (ପଦ୍ଯ) ବି. (ସଂ. କୀର୍ତି) — ଏଥୁଁ ତୁମ୍ଭ ଗର୍ନ୍ଧବରାଜାଙ୍କ କୀରତି ନାଶ ଯିବ କହୁଛି କରି ମୁଁ ପୀରତି। କୃଷ୍ଣସିଂହ, ମହାଭାରତ, ବନ।