କିୟନ୍ତେଣ Kiyanteṇa

  • ଗ୍ରା. (ପ୍ରାଚୀନ ପଦ୍ଯ) ସର୍ବନାମ. ବିଣ. (ସଂ. କିୟତ୍ର 3 ୟା ବିଭକ୍ତି କିୟତା) — କେତେକ — Some
  • ଗ୍ରା. (ପ୍ରାଚୀନ ପଦ୍ଯ) ସର୍ବନାମ. ବିଣ. (ସଂ. କିୟତ୍ର 3 ୟା ବିଭକ୍ତି କିୟତା) — ପଥି ପଦାନି କିୟନ୍ତେଣ 'କୃଷ୍ଣ' ଆସନ୍ତି ଯେ। ପ୍ରଚୀ, ରସବାରିଧି।