କିୟତ୍ Kiyat
- ସଂ. ସର୍ବନାମ. କ୍ଳୀବଲିଙ୍ଗ. (କିମ୍+ପରିମାଣାର୍ଥେ. ଯତ୍; ନିପାତନ) — (ପ୍ରଶ୍ନାର୍ଥକ) କେତେ; କି; କେଉଁ ପରିମାଣ, ଦୂରତ୍ୱ, ମୂଲ୍ୟ ଓ ଆକାରବିଶିଷ୍ଟ? — (Interrogatory) of what Quantity, value quality, extent, distance or size?
- ସଂ. ସର୍ବନାମ. କ୍ଳୀବଲିଙ୍ଗ. (କିମ୍+ପରିମାଣାର୍ଥେ. ଯତ୍; ନିପାତନ) — ଅତି ସାମାନ୍ୟ ପରିମାଣ — A little (M.W.)
- ସଂ. ବିଣ — କିଞ୍ଚିତ୍; ଅତି ସାମାନ୍ୟ; କିଛି; ସାମାନ୍ୟପରିମାଣ— ବିଶିଷ୍ଟ — Some; very little; of little quantity
- ସଂ. କ୍ରି. ବିଣ — କେତେ ପରିମାଣରେ? — To what extent ?
- ସଂ. କ୍ରି. ବିଣ — ସାମାନ୍ୟ ପରିମାଣରେ — To a little extent; little
- ସଂ. କ୍ରି. ବିଣ — ଅଳ୍ପ ପରିମାଣରେ — To some exent