କିମ୍ଭୀରିଗାତ Kimbhitīgāta
- ଦେ. ବି — ଜଳାଶୟାଦିର କୂଳ ବା କାନ୍ଥିରେ ପାଣିକୁ ଲାଗିଥିବା ସ୍ଥାନରେ କୁମ୍ଭୀରମାନେ ଅଣ୍ଡା ଦେବା ପାଇଁ ଚାରି ଗୋଡ଼ର ନଖଦ୍ୱାରା ଖୋଳିଥିବା ଗୁମ୍ପା ପରି ବହୁଦୂର ଭିତରକୁ ଯାଇଥିବା ଗର୍ତ୍ତ — Horizontal dens made by alligators for laying eggs and living therein on the edge of water