କିମ୍ଭୂତକିମାକାର Kimbhūtakimākāra
- ଦେ. ବିଣ. (ସଂ. କିମ୍ଭୂତ+କିମାକାର) — ଅସାଧାରଣ — uncommon; extraordinary
- ଦେ. ବିଣ. (ସଂ. କିମ୍ଭୂତ+କିମାକାର) — ଅତ୍ୟାଶ୍ଚର୍ଯ୍ୟଜନକ — Very wonderful or strange
- ଦେ. ବିଣ. (ସଂ. କିମ୍ଭୂତ+କିମାକାର) — ବିକଟ; କଦାକାର — Ugly; deformed; hideous
- ଦେ. ବିଣ. (ସଂ. କିମ୍ଭୂତ+କିମାକାର) — ଅଶ୍ରୁତପୂର୍ବ — Unheard of
- ସଂ. ବିଣ — (ପ୍ରଶ୍ନାର୍ଥକ) କେଉଁ ପ୍ରକାରର ଓ କେଉଁ ଅକାରର? — (interrogatory) Of what shape or size?