କିସ୍ମୀ Kismī

  • ପ୍ରାଦେ. (ସମ୍ବଲପୁର) ବୈଦେ. (ଆ. କସ୍ବିନ୍) ବି. — କଶ୍ବୀ; ବେଶ୍ୟା — Whore; prostitute
  • ପ୍ରାଦେ. (ସମ୍ବଲପୁର) ବୈଦେ. (ଆ. କସ୍ବିନ୍) ବି. — (ଗାଳି) ଭ୍ରଷ୍ଟାସ୍ତ୍ରୀ — Adulterous or unchaste woman