କିସ୍ମତ୍ Kismat

  • ବୈଦେ. ବି. (ଆ. କିସ୍ମତ୍) — ଅଦୃଷ୍ଟ — Fate; fortune; luck
  • ବୈଦେ. ବି. (ଆ. କିସ୍ମତ୍) — ଭାଗ; ଅଂଶ ବା ହିଂସା — Share
  • ବୈଦେ. ବି. (ଆ. କିସ୍ମତ୍) — ପ୍ରଦେଶର ଭାଗ; ଅନେକଗୁଡ଼ିଏ ଜିଲ୍ଲାର ସମଷ୍ଟି, ଯହିଁ ଉପରେ ଜଣେ କମିସନର୍ ଥାଆନ୍ତି — Revenue- division of a province
  • ବୈଦେ. ବି. (ଆ. କିସ୍ମତ୍) — [ଦ୍ର—ଏ ଶବ୍ଦର ସାଙ୍କେତିକ ଚିହ୍ନ। କି।]