କିସ୍ତିବନ୍ଦି Kistibandi

  • ବୈଦେ. ବି. (ଆ. କିସ୍ତୀବନ୍ଦୀ) — ଦେୟ ଟଙ୍କାକୁ ଏକା କିସ୍ତିକେ ବା ଥରକେ ନ ଦେଇ ଏକାଧିକ କିସ୍ତିରେ ଦାଖଲ କରିବା ପାଇଁ ନିର୍ଦ୍ଧାରଣ ବା କଟକଣା — Contract or agreement to pay a due by several instalments
  • ବୈଦେ. ବିଣ. (ଆ) — କିସ୍ତିରେ ପଏଠ ହେବା ନିମନ୍ତେ ନିର୍ଦ୍ଧାରିତ — Settled or agreed upon to be paid by instalments