କିସ କରିବା Kisa karibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଈର୍ଷା କରିବା — To be spiteful; to grudge
  • ଦେ. କ୍ରି. — କଅଣ କରିବା — What to do