କିଲିକିଲିଆ Kilikiliā

  • ଦେ. ବିଣ — ନାତିଦ୍ରୁତ ବା ନାତୀଧୀର ଗତିବିଶିଷ୍ଟ (ବ୍ଯକ୍ତି, ଜୀବ ବା ପବନ) — Not very fast nor very slow
  • ଦେ. ବିଣ — କଳକଳ ଶଦ୍ଦ କରୁଥିବା — Making a rippling sound