କିଲା ଫତେ କରିବା Kilā phate karibā
- ଦେ. କ୍ରି—(ଆ. କିଲା+ଫତେହ୍ କରନା= ଜିତିବା) — ଗଡ଼ ଜୟ କରିବା — To bring a castle under subjection
- ଦେ. କ୍ରି—(ଆ. କିଲା+ଫତେହ୍ କରନା= ଜିତିବା) — ଅସାଧ୍ୟ କାର୍ଯ୍ୟ ସାଧନ କରିବା — To succeed in a very difficult task; to win a hotly contested matter