କିର୍ହ୍ନିଆ Kirhniā

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୃତଘ୍ନତା) — ଉପକାରୀର ପ୍ରତ୍ୱୁପକାର କରିବା ପାଇଁ ବିରକ୍ତି ବା ଅନିଚ୍ଛା ପ୍ରକାଶ — Expressing unwillingness to do good to a benefactor