କିର୍ଷି Kirshi

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୃଷି) — ରବି ଶସ୍ୟ — Cereals
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୃଷି) — ଫସଲ — Crop
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୃଷି) — (ଯଥା—ପରହୁର୍ କିର୍ଷିଟା ଅସଲ୍ ନାଇ ହେଲା।)