କିରି Kiri

  • ସଂ. ବି. (କୃ. ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଇ) — ଶୂକର; ବରାହ — pig; boar
  • ସଂ. ବି. (କୃ. ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଇ) — ମେଘ — Cloud
  • ସଂ. ବି. (କୃ. ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଇ) — ଏକପ୍ରକାର ଆଳୁ — Batatas Edulis (M.W.)
  • ସଂ. ବି. (କୃ. ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଇ) — ଗଦା; ସ୍ତୁପ — Pile (M.W.)
  • ପ୍ରାଦେ. (ସମ୍ବଲପୁର) ବି — କପାର ମଇଲା ଅଂଶ — The refuse of cotton
  • ଗ୍ରା. କ୍ରି. ଅସମାପିକା (ସଂ. କୃ ଧାତୁ) — କରି; ସମାପ୍ତ କରି — (A present participle meaning) 'doing'; 'after doing'
  • ଗ୍ରା. କ୍ରି. ଅସମାପିକା (ସଂ. କୃ ଧାତୁ) — [ଦ୍ର—ଅନ୍ଯ ଅସମାପିକା ପ୍ରଧାନ କ୍ରିୟା ପରେ ଲାଗେ, ଯଥା— ଯାଇକିରି, ଖାଇକିରି।]