କିରିଚ୍ Kirich
- ବୈଦେ. ବି. (ମାଳୟଉପକୂଳର ଭାଷା କ୍ରୀସ୍ରୁ ପର୍ଟୁଗିଜ୍. କ୍ରିସ୍; ତୁଳ. ସଂ. କୃତ ଧାତୁରୁ ଉତ୍ପନ୍ନ କୃତି=କଇଁଚି) କମରପଟିରୁ ଝୁଲୁଥିବା ଛୋଟ ସାଧା ତରବାରି — Small straight sword hanging from the belt
- ବୈଦେ. ବି. (ମାଳୟଉପକୂଳର ଭାଷା କ୍ରୀସ୍ରୁ ପର୍ଟୁଗିଜ୍. କ୍ରିସ୍; ତୁଳ. ସଂ. କୃତ ଧାତୁରୁ ଉତ୍ପନ୍ନ କୃତି=କଇଁଚି) ଛୋରା — Dagger
- ବୈଦେ. ବି. (ମାଳୟଉପକୂଳର ଭାଷା କ୍ରୀସ୍ରୁ ପର୍ଟୁଗିଜ୍. କ୍ରିସ୍; ତୁଳ. ସଂ. କୃତ ଧାତୁରୁ ଉତ୍ପନ୍ନ କୃତି=କଇଁଚି) ବନ୍ଧୁକ ଅଗ୍ରଭାଗରେ ସଂଯୁକ୍ତ ତରବାରି; ସଙ୍ଗୀନ୍ — Bayonet attached to a gun at its muzzle
- ବୈଦେ. ବି. (ମାଳୟଉପକୂଳର ଭାଷା କ୍ରୀସ୍ରୁ ପର୍ଟୁଗିଜ୍. କ୍ରିସ୍; ତୁଳ. ସଂ. କୃତ ଧାତୁରୁ ଉତ୍ପନ୍ନ କୃତି=କଇଁଚି) [ଦ୍ର—ମାଳୟଭାଷା କ୍ରୀସ୍ର ଅର୍ଥ ବକ୍ରମୁଖ ଛୋରା — A dagger with a wavy blade.ଜ୍ଞାନେନ୍ଦ୍ର]