କିରାତୁଣୀ Kirātuṇī

  • ଦେ. ବି. ସ୍ତ୍ରୀ. (ସଂ. କିରାତିନୀ) — କିରାତୀ (ଦେଖ) — Kirātī (See)
  • ଦେ. ବି. ସ୍ତ୍ରୀ. (ସଂ. କିରାତିନୀ) — କିରାତୁଣୀ ଗର୍ଭଜାତ ବନଚର ଜାତି। ସାରଳା, ମହାଭାରତ, ଭୀଷ୍ମ।