କିରାତ Kirāta
- ସଂ. ବି. ପୁଂ. (କିର=ଘୁଷୁରୀ+ଅତ୍ ଧାତୁ=ସତତ ଗମନ କରିବା+କର୍ତ୍ତୃ. ଅ; ଯେ ବନ୍ୟ ଶୁକର ଆଦି ଜନ୍ତୁଙ୍କୁ ଶିକାର କରିବାପାଇଁ ସେମାନଙ୍କ ପଛରେ ଯାଏ) — ବନ୍ୟଜାତି; ଅରଣ୍ୟଚାରୀ ମନୁଷ୍ୟ; ବନଚର; ପାହାଡ଼ିଆ; ଅସଭ୍ୟ ଜଙ୍ଗଲି ଜାତି — A savage; a mountaineer
- ସଂ. ବି. ପୁଂ. (କିର=ଘୁଷୁରୀ+ଅତ୍ ଧାତୁ=ସତତ ଗମନ କରିବା+କର୍ତ୍ତୃ. ଅ; ଯେ ବନ୍ୟ ଶୁକର ଆଦି ଜନ୍ତୁଙ୍କୁ ଶିକାର କରିବାପାଇଁ ସେମାନଙ୍କ ପଛରେ ଯାଏ) — ବ୍ୟାଧ — A hunter
- ସଂ. ବି. ପୁଂ. (କିର=ଘୁଷୁରୀ+ଅତ୍ ଧାତୁ=ସତତ ଗମନ କରିବା+କର୍ତ୍ତୃ. ଅ; ଯେ ବନ୍ୟ ଶୁକର ଆଦି ଜନ୍ତୁଙ୍କୁ ଶିକାର କରିବାପାଇଁ ସେମାନଙ୍କ ପଛରେ ଯାଏ) — ଅଶ୍ୱପାଳ; ସହିସ — Groom
- ସଂ. ବି. ପୁଂ. (କିର=ଘୁଷୁରୀ+ଅତ୍ ଧାତୁ=ସତତ ଗମନ କରିବା+କର୍ତ୍ତୃ. ଅ; ଯେ ବନ୍ୟ ଶୁକର ଆଦି ଜନ୍ତୁଙ୍କୁ ଶିକାର କରିବାପାଇଁ ସେମାନଙ୍କ ପଛରେ ଯାଏ) — ବାମନ — Dwarf
- ସଂ. ବି. ପୁଂ. (କିର=ଘୁଷୁରୀ+ଅତ୍ ଧାତୁ=ସତତ ଗମନ କରିବା+କର୍ତ୍ତୃ. ଅ; ଯେ ବନ୍ୟ ଶୁକର ଆଦି ଜନ୍ତୁଙ୍କୁ ଶିକାର କରିବାପାଇଁ ସେମାନଙ୍କ ପଛରେ ଯାଏ) — କିରାତତିକ୍ତ (ଦେଖ) — Kirātatikta (See)
- ସଂ. ବି. ପୁଂ. (କିର=ଘୁଷୁରୀ+ଅତ୍ ଧାତୁ=ସତତ ଗମନ କରିବା+କର୍ତ୍ତୃ. ଅ; ଯେ ବନ୍ୟ ଶୁକର ଆଦି ଜନ୍ତୁଙ୍କୁ ଶିକାର କରିବାପାଇଁ ସେମାନଙ୍କ ପଛରେ ଯାଏ) — ଭାରତର ଉତ୍ତରରେ ପ୍ରାଚୀନ ଦେଶବିଶେଷ — Name of a country in the north of ancient India
- ସଂ. ବି. ପୁଂ. (କିର=ଘୁଷୁରୀ+ଅତ୍ ଧାତୁ=ସତତ ଗମନ କରିବା+କର୍ତ୍ତୃ. ଅ; ଯେ ବନ୍ୟ ଶୁକର ଆଦି ଜନ୍ତୁଙ୍କୁ ଶିକାର କରିବାପାଇଁ ସେମାନଙ୍କ ପଛରେ ଯାଏ) — [ଦ୍ର—ଏହା ପୂର୍ବ ହିମାଳୟସ୍ଥ ପ୍ରଦେଶ; ଏହା ଆଧୁନିକ ଭୁଟାନ୍, ସିକିମ୍, ମଣିପୁର ଆଦି ଅଞ୍ଚଳ।]