କିରକ Kiraka

  • ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଅକ) କିରାନି; ନବିସିନ୍ଦା; ଲେଖକ — A scribe (M.W.)