କିରଣ Kiraṇa
- ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ମ. ଅନ) — ଚନ୍ଦ୍ର ଓ ସୂର୍ଯ୍ୟଙ୍କ ତେଜ — Rays of the sun and the moon
- ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ମ. ଅନ) — ଅଂଶୁ — Ray
- ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ମ. ଅନ) — ତେଜ — Brilliancy
- ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ମ. ଅନ) — ଆଲୋକ ରଶ୍ମି — Beam of light
- ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ମ. ଅନ) — ଗ୍ରନ୍ଥର ପରିଚ୍ଛେଦ ବା ପ୍ରକରଣ — part or chapter of a book
- ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ମ. ଅନ) — (+କର୍ତ୍ତୃ. ଅ)—ସୂର୍ଯ୍ୟ — The sun