କିମ୍ପୁରୁଷ Kimpurusha
- ସଂ. ବି. ପୁଂ. (କିଂ+ପୁରୁଷ; କିପ୍ରକାର. ମନୁଷ୍ୟ? ଅର୍ଥାତ୍ ମନୁଷ୍ୟ ପରି, କିନ୍ତୁ ମନୁଷ୍ୟ ନୁହେ) — କିନ୍ନର (ଦେଖ) — Kinnara (See)
- ସଂ. ବି. ପୁଂ. (କିଂ+ପୁରୁଷ; କିପ୍ରକାର. ମନୁଷ୍ୟ? ଅର୍ଥାତ୍ ମନୁଷ୍ୟ ପରି, କିନ୍ତୁ ମନୁଷ୍ୟ ନୁହେ) — କିମ୍ପୁରୁଷବର୍ଷ (ଦେଖ) — Kimpurushabarsha (See)
- ସଂ. ବି. ପୁଂ. (କିଂ+ପୁରୁଷ; କିପ୍ରକାର. ମନୁଷ୍ୟ? ଅର୍ଥାତ୍ ମନୁଷ୍ୟ ପରି, କିନ୍ତୁ ମନୁଷ୍ୟ ନୁହେ) — ଅଗ୍ନିଧ୍ରଙ୍କ ନଅ ପୁତ୍ର ମଧ୍ୟରୁ ଏକ — One of the nine sons of Agnidhra (M.W.)