କିତ୍କିତ୍ Kitkit
- ଦେ. ଅ — (ଧ୍ୱନ୍ୟନୁକାର)—'ଡୁଡୁ' ଖେଳରେ ଅପର ପକ୍ଷର ପାହିକୁ ଯିବା ବାଳକର ଧ୍ୱନି — The sound repeated by a player in the game of a "Do Do" when he goes out beyond his boundary to catch a player of the opposite party
- ଦେ. ଅ — (ସଂ. କୁତୁ—କୌତୁକ)—କୁତ୍ କୁତ; କତ୍ କତ୍; କାଖରେ ଆଙ୍ଗୁଠିକୁ ଉଶ୍ୱାସ କରି ମାରିଲେ ଯେଉଁ ଅଙ୍ଗ ସ୍ଫୁରଣ, ରୋମାଞ୍ଚନ ଓ ହାସ୍ୟର ଅନୁଭୂତି ଜନ୍ମେ— — Tickling sensation prodeced on moving the tips of the fingers in the arm-pit