କିତାବନ୍ଦୀ Kitābandī
- ଦେ. ବି. (ଆ. କିତା ଓ ବନ୍ଦ୍) — କିତା କିତା କରି କରା ଯିବା ଭୂମିର ମାପ — Measurement of land by plots
- ଦେ. ବି. (ଆ. କିତା ଓ ବନ୍ଦ୍) — ଭୂମିର କିତା କିତା ବିଭାଗ — Division of land into different or separate plots or blocks
- ଦେ. ବିଣ. — ଯେଉଁ ମାପ ଦ୍ୱାରା ଭୂମି କିତା ହୋଇ ନିର୍ଣ୍ଣୀତ ହୁଏ; କିତା ଉଆରି (ଜରିବ) — measurement) By which sepatrate blocks of land are laid out or ascertained