କିତାପ୍ Kitāp
- ପ୍ରାଦେ. (ସମ୍ବଲପୁର) ବି — କ୍ଷମତା — Power
- ପ୍ରାଦେ. (ସମ୍ବଲପୁର) ବି — ଯଥା—ମୋରନେ କିତାପ୍ ଦେଖାଉଛୁ= ମୋ ଆଗରେ କ୍ଷମତା ଦେଖାଉଛୁ।
- ପ୍ରାଦେ. (ସମ୍ବଲପୁର) ବି — ପ୍ରଭୁତ୍ୱ — Authority
- ବୈଦେ. ବି. (ଆ. କିତାବ୍=କୋରାନ୍; କିତା=ପୃଷ୍ଠାର ସଂଖ୍ୟା; ଯହିଁରେ ଅନେକ ପୃଷ୍ଠା ଥାଏ) — କାଗଜର ବହି; ପୁସ୍ତକ — ook made of paper