କିଣ Kiṇa
- ସଂ. ବି. (କିଣ୍ ଧାତୁ=ପାଇବା+କର୍ତ୍ତୃ. ଅ) — କ୍ଷତି ଚିହ୍ନ ବା ଦାଗ — Scar; cicatrix of a cut wound
- ସଂ. ବି. (କିଣ୍ ଧାତୁ=ପାଇବା+କର୍ତ୍ତୃ. ଅ) — ଘା ବା ବ୍ରଣର ଶୁଖିଲା ଦାଗ — Mark or scar over a boil after it is healed
- ସଂ. ବି. (କିଣ୍ ଧାତୁ=ପାଇବା+କର୍ତ୍ତୃ. ଅ) — ଶରୀରରେ ଘର୍ଷଣଜନିତ ବୋଧଶକ୍ତିରହିତ ଶୁଷ୍କ ଚିହ୍ନ; ବିଣ୍ଡି — Calluse; corn
- ସଂ. ବି. (କିଣ୍ ଧାତୁ=ପାଇବା+କର୍ତ୍ତୃ. ଅ) — କ୍ରୀଡ଼ା; ଘୁଣ; କାଠ ଆଦି ଖାଇ ଦେବା କ୍ଷୁଦ୍ରକୀଟବିଶେଷ — Small insect or worm boring into wood or grains
- ସଂ. ବି. (କିଣ୍ ଧାତୁ=ପାଇବା+କର୍ତ୍ତୃ. ଅ) — ଧନୁର ଜ୍ୟାଘାତ ଚିହ୍ନ — The callority produced by the bow string on the hand of an archer