କିଣାବିକା Kiṇābikā
- ଦେ. ବି. — (ବିପରୀତାର୍ଥକ ସହଚର; ସଂ. କ୍ରି ଧାତୁ ଓ ବି+ କ୍ରି ଧାତୁ) — 1. Buying and selling; purchase and sale
- ଦେ. ବି. — ହାଟରୁ ପଣ୍ୟ ଦ୍ରବ୍ୟର କ୍ରୟ — Purchase of articles from the market
- ଦେ. ବି. — ହାଟରେ ପଣ୍ୟ ଦ୍ରବ୍ୟାଦିର ବଦଳ — Exchange or barter of commodities in the market