କିଣିଦେବା Kiṇidebā

  • ଦେ. କ୍ରି — କିଣାଇଦେବା (ଦେଖ) — Kiṇāidebā
  • ଦେ. କ୍ରି — କିଣିବା (ଦେଖ) — Kiṇibā (See)
  • ଦେ. କ୍ରି — ନିଜେ ପଇସା ଦେଇ ଅନ୍ଯ ବ୍ଯକ୍ତିକୁ ଜିନିଷ କିଣି ଆଣି ଦେବା — To make gift of a thing after purchasing it