କିଣିଖିଆ Kiṇikhiā

  • ଦେ. ବି. (ସଂ. କ୍ରି ଓ ଖାଦ୍ ଧାତୁ) — ପ୍ରତିଦିନ ଚାଉଳ ଓ ଅନ୍ଯାନ୍ୟ ଖାଦ୍ୟ ଦ୍ରବ୍ୟ କିଣି— ଖାଇବା — Purchasing of rice and other victuals for daily consumption (instead of getting them at hand from the produce of one's agricultural land.)
  • ଦେ. ବିଣ — କୃଷି ବୃତ୍ତି ନ ଥିବାରୁ ଯେ ଖାଦ୍ୟ ନିମନ୍ତେ ଧାନ, ଚାଉଳ, ମୁଗ, ଡାଲି ଆଦି ବଜାରରୁ କିଣିଥାଏ — Having to purchase rice and other necessary victuals for every day consumption (instead of getting them as produce from one's own field)
  • ଦେ. ବିଣ — କୃଷି ବୃତ୍ତି-ବିହୀନ (ବ୍ଯକ୍ତି) — Landless (person); non-agriculturist