କିଟିକିରା Kiṭikirā
- ଦେ. ବି. (ବଣିଆଙ୍କ ବ୍ଯବହୃତ ଶବ୍ଦ) — ବଣିଆଙ୍କ ଛାଞ୍ଚବିଶେଷ — A kind of mould used by goldsmiths to turn out bulbous wires
- ଦେ. ବି. (ବଣିଆଙ୍କ ବ୍ଯବହୃତ ଶବ୍ଦ) — [ଦ୍ର—ଏହା କଂସାରେ ପ୍ରସ୍ତୁତ, ଏହା ଭିନ୍ନ ଭିନ୍ନ ଖାପରେ ସରୁ ଓ ମୋଟ ତାର ବାଡେଇଲେ ବଡ଼ ଓ ଛୋଟ ଦାନା ଥିବା ରୁଆଳି— ତାର ତିଆରି ହୁଏ।]