କିଞ୍ଜଳ୍କ Kin̄jaḻka
- ସଂ. ବି (କଂ+ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. କ) — ଫୁଲର କେଶର — The stamina or filaments of a flower
- ସଂ. ବି (କଂ+ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. କ) — ପଦ୍ମକେଶର; ପଦ୍ମଆଦି ପୁଷ୍ପ ମଧ୍ୟସ୍ଥ ସୂକ୍ଷ୍ମ ରେଣୁ — The dust or pollen of lotus and other flowers
- ସଂ. ବି (କଂ+ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. କ) — ନାଗେଶ୍ୱର ଫୁଲ — The flower of Mesna Ferrea