କିଞ୍ଚିଳିକ Kin̄chiḻika

  • ସଂ. ବି. (କିଂ+ଚଳ୍ ଧାତୁ ଗତି କରିବା+ କର୍ତ୍ତୃ. ଇକ) ଯେ କିଞ୍ଚିତ୍ କିଞ୍ଚିତ୍ ଚାଲେ; ଯାହାର ଚାଲି ଅତି ଧୀର; ଜିଆନାଡ଼; ମହୀଲତା — Earth worm