କିଞ୍ଚିତ୍ Kin̄chit

  • ସଂ. ସର୍ବ. କ୍ଲୀବ. (କିମ୍+ଚିତ୍) — କିଛିମାତ୍ର; ଅତି ସାମାନ୍ୟ; ଅକିଞ୍ଚିତ୍ — Very little; a little
  • ସଂ. ସର୍ବ. କ୍ଲୀବ. (କିମ୍+ଚିତ୍) — ନଗଣ୍ୟ ହେୟ — Insignificant; negligible
  • କ୍ରି. ବିଣ — କିଛି କିଛି; ଅଳ୍ପ ପରିମାଣରେ — Very little; some what
  • କ୍ରି. ବିଣ — [ଦ୍ର—କିଞ୍ଚିତ୍ ଓ ଅକିଞ୍ଚିତ୍ର ଏକ ଅର୍ଥ।]