କିଞ୍ଚିତରେ Kin̄chitare

  • ଦ. କ୍ରି. ବିଣ — କିଞ୍ଚିନ୍ମାତ୍ର; ଅତି ସାମାନ୍ୟରେ — Very slightly
  • ଦ. କ୍ରି. ବିଣ — ପ୍ରିୟ ସଖି, ମୋ ବେଦନା, ନ ଲାଗଇ ନିକି ତତେ କିଞ୍ଚିତରେ। କବିସୂର୍ଯ୍ୟ—କିଶୋରୀଚମ୍ପୂ. ଠ ଗୀତ।