କିଙ୍କିରାତ Kiṅkirāta

  • ସଂ. ବି. (କିଙ୍କିରା+ଅତ୍ ଧାତୁ= ଗମନ କରିବା+ କର୍ତ୍ତୃ. ଅ) — ଶୁକପକ୍ଷୀ — Parrot
  • ସଂ. ବି. (କିଙ୍କିରା+ଅତ୍ ଧାତୁ= ଗମନ କରିବା+ କର୍ତ୍ତୃ. ଅ) — କର୍ନ୍ଦପ — Cupid
  • ସଂ. ବି. (କିଙ୍କିରା+ଅତ୍ ଧାତୁ= ଗମନ କରିବା+ କର୍ତ୍ତୃ. ଅ) — କୋକିଳ — The Indian cuckoo
  • ସଂ. ବି. (କିଙ୍କିରା+ଅତ୍ ଧାତୁ= ଗମନ କରିବା+ କର୍ତ୍ତୃ. ଅ) — ରକ୍ତାଶୋକ ବୃକ୍ଷ — A tree (red variety of janesum Asoka)
  • ସଂ. ବି. (କିଙ୍କିରା+ଅତ୍ ଧାତୁ= ଗମନ କରିବା+ କର୍ତ୍ତୃ. ଅ) — ବବୁରଗଛ; ବବ୍ୱୁଲ୍ଗଛ — A tree; Acacia Arabica