କିଙ୍କିମଲା Kiṅkimalā

  • ଗ୍ରା. ଅ — ତନ୍ତୀଆଣୀମାନେ ସୂତା କାଟୁଥିବାବେଳେ ଶ୍ରମାପନୋଦନାର୍ଥ ବୋଲିବା ଅର୍ଥଶୂନ୍ଯ ଗୀତର ଏକ ଅଂଶ — A part of an unmeaning song sung by weaver women while spinning thread
  • ଗ୍ରା. ଅ — (ଯଥା—ତିନିଆଡ୍ କିଙ୍କିମଲା କିଙ୍କିମଲା କିଇଙ୍କିମଲା।)