କିଆ Kiā

  • ଦେ. ବି. (ସଂ. କେତକ) — କଣ୍ଟାଯୁକ୍ତ ଲମ୍ବା ସରୁ ପତ୍ରବିଶିଷ୍ଟ ଗୁଳ୍ମ ଓ ତାହାର କେତକୀ ଜାତୀୟ ଧଳା ଫୁଲ — The screwpine plant with white smelling flowers and big long and thorny leaves; Pandanus Odoratissimus
  • ଦେ. ବି. (ସଂ. କେତକ) — ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ ପୋତ୍ ନ ପୋତ୍ ହୋଇବ ଠିଆ। କୃଷିବଚନ।
  • ଦେ. ବି. (ସଂ. କେତକ) — [କିଆ ଓ କେତକୀ ଏକ ଜାତୀୟ ଗଛ। କିଆର ଫୁଲ ଧଳା, ମାତ୍ର କେତକୀର ଫୁଲ ହଳଦିଆ। କିଆକନ୍ଦା ହାତୀର ଆଦରଣୀୟ ଖାଦ୍ୟ। କିଆପତ୍ରରେ କଣ୍ଟା ଥିବାରୁ ଲୋକେ ଏହାକୁ ପୋତି ବାଡ଼ କରନ୍ତି। ଆଷାଢ଼ ମାସରେ କିଆଡ଼ାଳ ଆଣି ପୋତିଲେ ତାହା କ୍ରମଶଃ ଚାରି ଆଡ଼କୁ ମାଡ଼ିଯାଏ। କିଆ ଗଛର ଓହଳ ବା ଚେରକୁ ଚିରି ଘର ଛପର କରିବା ପାଇଁ ପଟ ବାହାର କରାଯାଏ। ଏହାର ପତ୍ର 3।4 ହାତ ଲମ୍ବା ଓ ପତ୍ରର ପିଠିରେ ଓ ଦୁଇ ପାଖରେ ବକ୍ରାଗ୍ର କ୍ଷୁଦ୍ର କଣ୍ଟା ଥାଏ। ବୈଦ୍ୟଶାସ୍ତ୍ର ମତରେ କିଆକନ୍ଦା କଟୁମଧୁରତିକ୍ତ ରସ, ଲଘୁ ଓ କଫନାଶକ।] — [କିଆ ଓ କେତକୀ ଏକ ଜାତୀୟ ଗଛ କିଆର ଫୁଲ ଧଳା, ମାତ୍ର କେତକୀର ଫୁଲ ହଳଦିଆ କିଆକନ୍ଦା ହାତୀର ଆଦରଣୀୟ ଖାଦ୍ୟ କିଆପତ୍ରରେ କଣ୍ଟା ଥିବାରୁ ଲୋକେ ଏହାକୁ ପୋତି ବାଡ଼ କରନ୍ତି ଆଷାଢ଼ ମାସରେ କିଆଡ଼ାଳ ଆଣି ପୋତିଲେ ତାହା କ୍ରମଶଃ ଚାରି ଆଡ଼କୁ ମାଡ଼ିଯାଏ କିଆ ଗଛର ଓହଳ ବା ଚେରକୁ ଚିରି ଘର ଛପର କରିବା ପାଇଁ ପଟ ବାହାର କରାଯାଏ ଏହାର ପତ୍ର34ହାତ ଲମ୍ବା ଓ ପତ୍ରର ପିଠିରେ ଓ ଦୁଇ ପାଖରେ ବକ୍ରାଗ୍ର କ୍ଷୁଦ୍ର କଣ୍ଟା ଥାଏ ବୈଦ୍ୟଶାସ୍ତ୍ର ମତରେ କିଆକନ୍ଦା କଟୁମଧୁରତିକ୍ତ ରସ, ଲଘୁ ଓ କଫନାଶକ]
  • ଦେ. ବି. (ସଂ. କେତକ) — 2 (ସଂ. କ୍ରିୟା)—କୃତକର୍ମ — 2(ସଂ. କ୍ରିୟା)—କୃତକର୍ମ— 2. Previous action
  • ଦେ. ବି. (ସଂ. କେତକ) — ଆପଣା କିଆକୁ ଇଲାଜ (ଦଇବ) କିଆ। ପ୍ରବଚନ।
  • ଦେ. ବି. (ସଂ. କେତକ) — କ୍ରିୟା; କାର୍ଯ୍ୟ — Actions; doings
  • ଦେ. ବି. (ସଂ. କେତକ) — କର୍ମ; କପାଳ; ଭାଗ୍ୟ — Luck; fortune
  • ଦେ. ବିଣ — କୃତ — Done
  • ଦେ. ବିଣ — (ଯଥା—ଆପଣା କିଆ କାମ।)
  • ଦେ. ବିଣ — ଅର୍ଜିତ — Earned
  • ଦେ. ଅ. ପ୍ରତ୍ୟୟ. (ମୂଲ୍ୟ ବା ପରିମାଣବାଚକ ଶବ୍ଦ ପରେ ଯୁକ୍ତ) — ପ୍ରତ୍ୟେକ ଏତେ ମୂଲ୍ୟର ବା ପରିମାଣର — (added to words denoting quantity or price) Of so much value or quantity
  • ଦେ. ଅ. ପ୍ରତ୍ୟୟ. (ମୂଲ୍ୟ ବା ପରିମାଣବାଚକ ଶବ୍ଦ ପରେ ଯୁକ୍ତ) — (ଯଥା—ଅଣାକିଆ, ଟଙ୍କାକିଆ, ସେରକିଆ, କଡ଼ାକିଆ; କିଆ ଶବ୍ଦ ଯୁକ୍ତ ହେଲେ ପୂର୍ବବର୍ତ୍ତୀ ଅକାରନ୍ତ ଓ ଆକାରାନ୍ତ ଶବ୍ଦର 'ଅ' ସ୍ଥାନରେ ବିକଳ୍ପେ ଇ ହୁଏ, ଯଥା—ଅଣିକିଆ, ଟିଙ୍କିକିଆ, ସେରିକିଆ, କଡ଼ିକିଆ।)