କିଆ ଖଇର Kiā khaira

  • ଦେ. ବି—(ସଂ. କେତକ ଓ ଖଦିର) — ଖଇରକୁ ଚୂନା କରି ମସଲାଗୁଣ୍ଡା ମିଶାଇ ପାଣିରେ ଚକଟି କାଦୁଆ କରି ତାହାକୁ କିଆଫୁଲ ପାଖୁଡ଼ା ମଧ୍ୟରେ ପୂରାଇ ଶୁଖାଇଥିବା କିଆଫୁଲର ବାସନା ଯୁକ୍ତ ଖଇର — Catechu scented by putting it inside the petals of screwpine flowers