କିଆକନ୍ଦା Kiākandā

  • ଦେ. ବି. (ସଂ. କେତକ ଓ ସ୍କନ୍ଧ) — କିଆ ଗଛର ପତ୍ର ଗଣ୍ଡିର ଯେଉଁଠାରୁ ବାହାରି ଥାଏ ସେଠାରେ ଥିବା କୋମଳ ଅଂଶ — The soft part inside the stem of the Kiā plant
  • ଦେ. ବି. (ସଂ. କେତକ ଓ ସ୍କନ୍ଧ) — ହାତୀ ଝୁଲୁଥାଏ ରଜାବଗିଚାରେ କିଆକନ୍ଦା ଖାଇବାକୁ। ଶିଶୁଗୀତ।
  • ଦେ. ବି. (ସଂ. କେତକ ଓ ସ୍କନ୍ଧ) — [ଦ୍ର—ଏହା ଔଷଧରେ ଲାଗେ। 'କିଆ' ତଳେ ନୋଟ୍ ଦେଖ।]